ଗଲୱାନ୍ ଘାଟି ନିକଟରେ ଆଇସ୍ ହକି ଖେଳିଲେ ଭାରତୀୟ ଯବାନ

ଲଦାଖ: ଦେଶକୁ ସୁରକ୍ଷା ଦେବା ସହିତ ଭାରତୀୟ ସେନାର ସୈନିକମାନେ ବିଭିନ୍ନ କ୍ରୀଡ଼ାରେ ମଧ୍ୟ ଭାଗ ନେଉଛନ୍ତି। ସୋସିଆଲ ମିଡିଆରେ ସେନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେମାନେ କ୍ରିକେଟ୍ ଏବଂ ଆଇସ୍ ହକି ମ୍ୟାଚ୍ ଖେଳୁଥିବାର ଦେଖାଯାଉଛି। ଗତକାଲି ସେନାର ଯବାନମାନେ କ୍ରିକେଟ ଖେଳୁଥିବାର ଦେଖାଯାଇଥିଲା। ଆଉ ଆଜି ଯବାନମାନେ ହକି ଖେଳୁଥିବାର ନଜର ଆସିଛନ୍ତି। ଭାଇରାଲ୍ ଭିଡିଓରେ ଗଲୱାନ୍ ଘାଟି ନିକଟରେ ନିୟୋଜିତ ଭାରତୀୟ … Continue reading ଗଲୱାନ୍ ଘାଟି ନିକଟରେ ଆଇସ୍ ହକି ଖେଳିଲେ ଭାରତୀୟ ଯବାନ